ଅର୍ଥ : ଏକ ପ୍ରକାର ବୃକ୍ଷ
							ଉଦାହରଣ : 
							ଶିକାକାଈ ଗଛର ଫଳ କେଶ ଧୋଇବା କାମରେ ଲାଗେ
							
ସମକକ୍ଷ : ଶିକାକାଈ ଗଛ
ଅନ୍ୟ ଭାଷାରେ ଅନୁବାଦ :
Any of various spiny trees or shrubs of the genus Acacia.
acaciaଅର୍ଥ : ଏକ ବୃକ୍ଷର ଫଳ
							ଉଦାହରଣ : 
							କେଶଆଦି ଧୋଇବାପାଇଁ ଶିକାକାଈ ଫଳ ବ୍ୟବହାର କରାଯାଏ
							
ସମକକ୍ଷ : ଶିକାକାଈ ଫଳ
ଅନ୍ୟ ଭାଷାରେ ଅନୁବାଦ :