ଅର୍ଥ : ଗୋଟିଏ ମାତ୍ରା ଛନ୍ଦ
							ଉଦାହରଣ : 
							ଲୀଳାବତୀର ଦଶମ,ଅଷ୍ଟମ ଏବଂ ଚଉଦତମର ବିରତିରେ ବତିଶ ମାତ୍ରା ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ରାଗିଣୀ
							ଉଦାହରଣ : 
							ସଂପୂର୍ଣ୍ଣ ଜାତିର ରାଗିଣୀ ହେଉଛି ଲୀଳାବତୀ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭାସ୍କରାଚାର୍ଯ୍ୟଙ୍କ ପତ୍ନୀ
							ଉଦାହରଣ : 
							ଲୀଳାବତୀ ନାମରେ ଏକ ଗଣିତ ପୁସ୍ତକ ଲୀଳାବତୀ ଲେଖିଥିଲେ
							
ଅନ୍ୟ ଭାଷାରେ ଅନୁବାଦ :