ଅର୍ଥ : ରାଧିକାଙ୍କର ଜଣେ ସଖୀ
							ଉଦାହରଣ : 
							ରାଧିକାଙ୍କ ଆଠଜଣ ପ୍ରଧାନ ସଖୀଙ୍କ ମଧ୍ୟରୁ ଲଳିତା ଜଣେ ଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଏକ ରାଗିଣୀ
							ଉଦାହରଣ : 
							କେତେକ ବିଦ୍ୱାନ ଲଳିତାକୁ ମେଘରାଗ ଏବଂ କେତେକ ବସନ୍ତ ରାଗର ସହଚରୀ ବୋଲି ଆଖ୍ୟା ଦିଅନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ବର୍ଣ୍ଣବୃତ୍ତ
							ଉଦାହରଣ : 
							ଲଳିତାର ପ୍ରତ୍ୟେକ ଚରଣରେ କ୍ରମାନ୍ୱୟରେ ତଗଣ,ଜଗଣ ଓ ରଗଣ ଥାଏ
							
ଅନ୍ୟ ଭାଷାରେ ଅନୁବାଦ :