ଅର୍ଥ : ମେବାରରେ ପଞ୍ଚଦଶ ଶତାବ୍ଦୀରେ ଶାସନ କରୁଥିବା ରାଜସ୍ଥାନର ଜଣେ ରାଜପୁତ ରାଜା
							ଉଦାହରଣ : 
							ରାଣା କୁମ୍ଭା କୁମ୍ଭଲଗଡ଼ର ନିର୍ମାଣ କରାଇଥିଲେ
							
ସମକକ୍ଷ : ମହାରାଣା କୁଂଭା, ମହାରାଣା କୁମ୍ଭା, ରାଣା କୁଂଭା
ଅନ୍ୟ ଭାଷାରେ ଅନୁବାଦ :
राजस्थान के एक राजपूत राजा जिसने मेवाड़ पर पंद्रहवीं सदी में राज्य किया था।
कुंभलगढ़ का निर्माण राणा कुंभा ने करवाया था।