ଅର୍ଥ : ଏକ ପ୍ରକାର ପ୍ରମେହ ରୋଗ
							ଉଦାହରଣ : 
							ରହୀମ ରକ୍ତପ୍ରମେହ ରୋଗରେ ପୀଡ଼ିତ
							
ସମକକ୍ଷ : ରକ୍ତପ୍ରମେହ ରୋଗ, ଲାଲପ୍ରମେହ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୁରୁଷମାନଙ୍କୁ ହେଉଥିବା ଏକ ରୋଗ
							ଉଦାହରଣ : 
							ରକ୍ତପ୍ରମେହରେ ଲବଣ ଏବଂ ରକ୍ତ ରଙ୍ଗର ପରିସ୍ରା ଆସେ
							
ସମକକ୍ଷ : ରକ୍ତ ପ୍ରମେହ ରୋଗ
ଅନ୍ୟ ଭାଷାରେ ଅନୁବାଦ :
पुरुषों को होनेवाला एक रोग।
रक्तप्रमेह में खारा और खून के रंग का मूत्र आता है।