ଅର୍ଥ : ମୋଲଡୋୱା ଲୋକଙ୍କ ଭାଷା
							ଉଦାହରଣ : 
							ମୋଲଡୋବା ଭାଷାର ରୋମାନିଆ ଭାଷା ସହିତ ସାମଞ୍ଜସ୍ୟ ରହିଛି
							
ସମକକ୍ଷ : ମୋଲଡୋବା ଭାଷା, ମୋଲଡୋୱାଇ
ଅନ୍ୟ ଭାଷାରେ ଅନୁବାଦ :
मोल्डोवा के लोगों की भाषा।
मोल्डोवाई रोमानियाई भाषा से मिलती-जुलती है।ଅର୍ଥ : ମୋଲଡୋୱାଇ ଭାଷା ସହିତ ସମ୍ବନ୍ଧିତ ବା ମୋଲଡୋୱାଇ ଭାଷାର
							ଉଦାହରଣ : 
							ସେ ମୋଲଡୋୱାଇ ଉପନ୍ୟାସ ପଢ଼ୁପଢ଼ୁ ଶୋଇଗଲା
							
ସମକକ୍ଷ : ମୋଲଡୋୱାଇ