ଅର୍ଥ : ମୋଲଡୋୱା ଲୋକଙ୍କ ଭାଷା
							ଉଦାହରଣ : 
							ମୋଲଡୋବା ଭାଷାର ରୋମାନିଆ ଭାଷା ସହିତ ସାମଞ୍ଜସ୍ୟ ରହିଛି
							
ସମକକ୍ଷ : ମୋଲଡୋବା ଭାଷା, ମୋଲଡୋୱାଇ ଭାଷା
ଅନ୍ୟ ଭାଷାରେ ଅନୁବାଦ :
मोल्डोवा के लोगों की भाषा।
मोल्डोवाई रोमानियाई भाषा से मिलती-जुलती है।ଅର୍ଥ : ମୋଲଡୋବାର ନିବାସୀ
							ଉଦାହରଣ : 
							ଜଣେ ମୋଲଡୋବାବାସୀ ଆମକୁ ମୋଲଡୋବା ବୁଲି ଦେଖାଇଲା
							
ସମକକ୍ଷ : ମୋଲଡୋବାବାସୀ
ଅନ୍ୟ ଭାଷାରେ ଅନୁବାଦ :
मोल्डोवा का निवासी।
एक मोल्डोवाई ने हमें मोल्डोवा घुमाया।A native or inhabitant of Europe.
europeanଅର୍ଥ : ମୋଲଡୋୱାଇ ଭାଷା ସହିତ ସମ୍ବନ୍ଧିତ ବା ମୋଲଡୋୱାଇ ଭାଷାର
							ଉଦାହରଣ : 
							ସେ ମୋଲଡୋୱାଇ ଉପନ୍ୟାସ ପଢ଼ୁପଢ଼ୁ ଶୋଇଗଲା
							
ସମକକ୍ଷ : ମୋଲଡୋୱାଇ ଭାଷା
ଅର୍ଥ : ମୋଲଡୋୱା ସହିତ ସମ୍ବନ୍ଧିତ ବା ମୋଲଡୋୱାର
							ଉଦାହରଣ : 
							ମୋଲଡୋୱାଇ ସଂସ୍କୃତି ଉପରେ ପଡ଼ୋଶୀ ରାଜ୍ୟ ରୋମାନିୟାର ଅଧିକ ପ୍ରଭାବ ସ୍ପଷ୍ଟ ଜଣାପଡ଼େ
							
ଅନ୍ୟ ଭାଷାରେ ଅନୁବାଦ :
Of or relating to or characteristic of Moldova or its people or culture.
moldovan