ଅର୍ଥ : ଏକ ବର୍ଣ୍ଣବୃତ୍ତ
							ଉଦାହରଣ : 
							ମଧୁମତୀରେ ଦୁଇଟି ନଗଣ ଓ ଗୋଟିଏ ଗୁରୁ ଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଧୁ ନାମକ ଦୈତ୍ୟଙ୍କ କନ୍ୟା
							ଉଦାହରଣ : 
							ମଧୁମତୀଙ୍କ ବର୍ଣ୍ଣନା ପୁରାଣରେ ଦେଖିବାକୁ ମିଳେ
							
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being