ଅର୍ଥ : ବୈରାଗ୍ୟଆଦି କାରଣରୁ ସାଂସାରିକ ଭୋଗ ଓ ପଦାର୍ଥଆଦିକୁ ଛାଡ଼ିବାର କ୍ରିୟା ବା ଭାବ
							ଉଦାହରଣ : 
							ଭୋଗ ତ୍ୟାଗ କରି ମୋହନ ସନ୍ୟାସ ଗ୍ରହଣ କରିବାକୁ ନିଷ୍ପତ୍ତି କଲା
							
ସମକକ୍ଷ : ତ୍ୟାଗ
ଅନ୍ୟ ଭାଷାରେ ଅନୁବାଦ :
An act (spoken or written) declaring that something is surrendered or disowned.
renouncement, renunciation