ଅର୍ଥ : ଅଶ୍ରୁ,ଲାଳ ଆଦି ବାହାରିବା
							ଉଦାହରଣ : 
							ମିଠେଇ ନାଁ ଶୁଣୁଶୁଣୁ ମୋ ମୁହଁରେ ପାଣି ଆସିଲାଣି  ତା ଦୁଃଖଭରା କାହାଣୀ ଶୁଣୁଶୁଣୁ ମୋ ଆଖିରେ ପାଣି ଆସିଗଲା
							
ସମକକ୍ଷ : ପାଣି ଆସିବା
ଅନ୍ୟ ଭାଷାରେ ଅନୁବାଦ :
Secrete or form water, as tears or saliva.
My mouth watered at the prospect of a good dinner.