ଅର୍ଥ : ବୋସନିୟା ଲୋକମାନଙ୍କର ଭାଷା
							ଉଦାହରଣ : 
							ବୋସନିୟାର ଲୋକ ବୋସନିୟାଈ ଅତିରିକ୍ତ କ୍ରୋଏଶିୟାଈ ତଥା ସରବିୟାଈ ମଧ୍ୟ କହନ୍ତି
							
ସମକକ୍ଷ : ବୋସନିଆଈ, ବୋସନିଆଈ ଭାଷା, ବୋସନିୟାଈ ଭାଷା
ଅନ୍ୟ ଭାଷାରେ ଅନୁବାଦ :
बोसनिया के लोगों की भाषा।
बोसनिया के लोग बोसनियाई के अतिरिक्त क्रोएशियाई तथा सरबियाई भी बोलते हैं।ଅର୍ଥ : ବୋସନିୟା ନିବାସୀ
							ଉଦାହରଣ : 
							ଯେଉଁ ବୋସନିୟାଈମାନେ ସୀମା ପାର ହେଉଥିଲେ କ୍ରୋଏଶିୟାର ସୈନିକମାନେ ସେମାନଙ୍କ ଉପରେ ଆକ୍ରମଣ କରୁଥିଲେ
							
ସମକକ୍ଷ : ବୋସନିଆଈ, ବୋସନିଆବାସୀ, ବୋସନିୟାବାସୀ
ଅନ୍ୟ ଭାଷାରେ ଅନୁବାଦ :
बोसनिया का निवासी।
क्रोएशिया के सैनिकों ने उस बोसनियाई पर हमला किया जो सीमा पार कर रहा था।A native or inhabitant of Europe.
europeanଅର୍ଥ : ବୋସନିଆଈ ଭାଷାର ବା ବୋସନିଆଈ ଭାଷା ସଂବନ୍ଧିତ
							ଉଦାହରଣ : 
							ଏଥିରେ ବୋସନିଆଈ ରଚନାର ବିବେଚନ କରାଯାଇଛି
							
ସମକକ୍ଷ : ବୋସନିଆଈ