ଅର୍ଥ : ବିସ୍ତୃତ ଭାବେ କୁହା ବା ଲେଖା ଯାଉଥିବା ଘଟଣା
							ଉଦାହରଣ : 
							ରାମଚରିତମାନସ ତୁଳସୀଦାସ କୃତ ଏକ ଶ୍ରେଷ୍ଠ ବର୍ଣ୍ଣନ
							
ସମକକ୍ଷ : ଆଖ୍ୟାନ, ଚିତ୍ରଣ, ବଖାଣ, ବର୍ଣ୍ଣନ, ବୟାନ
ଅନ୍ୟ ଭାଷାରେ ଅନୁବାଦ :
A graphic or vivid verbal description.
Too often the narrative was interrupted by long word pictures.ଅର୍ଥ : କୌଣସି କଥା ବା କାମରେ ସମ୍ବନ୍ଧଥିବା ମୁଖ୍ୟ କଥାଗୁଡ଼ିକର ଉଲ୍ଲେଖ ବା ବର୍ଣ୍ଣନ
							ଉଦାହରଣ : 
							ସେ ନିଜ କାମର ବିବରଣ ଶୁଣାଇଲା
							
ସମକକ୍ଷ : ବିବରଣ
ଅନ୍ୟ ଭାଷାରେ ଅନୁବାଦ :