ଅର୍ଥ : ଯେଉଁ ମହିଳା ବିଶ୍ୱାସଘାତକତା କରେ
							ଉଦାହରଣ : 
							ଜଣେ ବିଶ୍ୱାସଘାତିନୀ ଯୋଗୁଁ ମହେଶକୁ ଅନେକ କଷ୍ଟ ସହିବାକୁ ପଡ଼ିଲା
							
ସମକକ୍ଷ : ବିଶ୍ୱାସଘାତିକା, ବିଶ୍ୱାସହନ୍ତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
वह महिला जो विश्वासघात करे।
एक विश्वासघातिनी के कारण महेश को बहुत कष्ट उठाना पड़ा।Female traitor.
traitress