ଅର୍ଥ : ବାଉଁଶର ଯେଉଁ ଛୋଟ ନଳୀ ମଞ୍ଜି ବୁଣିବାପାଇଁ ଲଙ୍ଗଳ କଣ୍ଟିରେ ବନ୍ଧାଯାଇଥାଏ
							ଉଦାହରଣ : 
							ବାଉଁଶ ନଳୀରେ ମଞ୍ଜି ଭର୍ତ୍ତିକରି ଦିଆଯାଏ ଯାହା ହଳ ଘେରାରେ ପଡ଼ିପଡ଼ି ଯାଏ
							
ଅନ୍ୟ ଭାଷାରେ ଅନୁବାଦ :
बाँस की वह छोटी नली जो बीज बोने के लिए हल के परिहत में बँधी रहती है।
बाँसा में बीज भर देते हैं जो हराई में गिरता रहता है।