ଅର୍ଥ : ଯେଉଁ ସ୍ତ୍ରୀକୁ ପ୍ରେମ କରାଯାଏ
							ଉଦାହରଣ : 
							ରାଧା କୃଷ୍ଣଙ୍କ ପ୍ରେମିକା ଥିଲେ  ପ୍ରେମିକା ଆଖିରେ ସେ ଚିରସୁନ୍ଦର ଦେଖାଯାଉଥିଲା
							
ସମକକ୍ଷ : ପ୍ରଣୟିନୀ, ପ୍ରିୟତମା, ପ୍ରିୟା, ପ୍ରେମିକା, ସଜନୀ
ଅନ୍ୟ ଭାଷାରେ ଅନୁବାଦ :
A girl or young woman with whom a man is romantically involved.
His girlfriend kicked him out.