ଅର୍ଥ : ନ୍ୟାୟରେ ଏକ ପ୍ରକାର ନିଗ୍ରହସ୍ଥାନ
							ଉଦାହରଣ : 
							ପ୍ରତିଜ୍ଞା ଓ ହେତୁ ଦୁଇଟିର ବିରୋଧ ହେଲେ ପ୍ରତିଜ୍ଞା ବିରୋଧ ହୁଏ
							
ସମକକ୍ଷ : ପ୍ରତିଜ୍ଞା ବିରୋଧ, ପ୍ରତିଜ୍ଞାବିରୋଧ
ଅନ୍ୟ ଭାଷାରେ ଅନୁବାଦ :
न्याय में एक प्रकार का निग्रहस्थान।
प्रतिज्ञाविरोध तब होता है जब प्रतिज्ञा और हेतु दोनों का विरोध होता है।