ଅର୍ଥ : ଶୀଘ୍ର ହଜମ ହେବା ଭଳି ଭୋଜନ ଯାହା ରୋଗୀକୁ ଦିଆଯାଏ
							ଉଦାହରଣ : 
							ପଥ୍ୟ ଦେଖିଲେହିଁ ରୋଗୀର ଭୋକ ମରିଯାଏ
							
ସମକକ୍ଷ : ପଥ୍ୟ
ଅନ୍ୟ ଭାଷାରେ ଅନୁବାଦ :
Diet prescribed for bedridden or convalescent people. Does not include fried or highly seasoned foods.
light diet