ଅର୍ଥ : ନ୍ୟାୟରେ ଏକ ପ୍ରକାର ନିଗ୍ରହସ୍ଥାନ
							ଉଦାହରଣ : 
							ବିବାଦ ନ୍ୟୂନ ଉପରେ ଆସି ରହିଗଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କମ୍ ଅଂଶ ସହିତ ସମ୍ବନ୍ଧିତ ବା କମ୍ ଅଂଶର
							ଉଦାହରଣ : 
							ଏହି କ୍ଷେତ୍ରର ନ୍ୟୁନାଂଶୀୟ ଭାଗ ବଢ଼ି ଘେରରେ ଅଛି
							
ସମକକ୍ଷ : ଅଳ୍ପ, ଅଳ୍ପାଂଶୀୟ, କମ୍, କିଛି, ନ୍ୟୁନାଂଶୀୟ
ଅନ୍ୟ ଭାଷାରେ ଅନୁବାଦ :
कम अंश से संबंधित या कम अंश का।
इस क्षेत्र का न्यूनांशीय भाग बाढ़ से घिर गया है।