ଅର୍ଥ : କାର୍ତ୍ତିକ ଆରମ୍ଭର ଚତୁର୍ଦ୍ଦଶ ଦିବସ ଯେଉଁଦିନ ଘରର ସବୁ ଅଳିଆ ଆବର୍ଜନା ନେଇ ବାହାରେ ଫିଙ୍ଗାଯାଏ
							ଉଦାହରଣ : 
							ନରକ ଚତୁର୍ଦ୍ଦଶୀ ଦିନ ଯମଙ୍କ ପୂଜା କରାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
कार्तिक बदी चौदस जिस दिन घर का सारा कूड़ा-करकट निकाल कर बाहर फेंका जाता है।
नरक चतुर्दशी के दिन यम की पूजा की जाती है।