ଅର୍ଥ : ନବନୀତମ୍ ଆମ୍ବର ଗଛ
							ଉଦାହରଣ : 
							ନବନୀତମ୍ ଆମ୍ବ ଗଛ ଡାଳରେ ବସି କୋଇଲି କୁହୁକୁହୁ କରୁଛି
							
ସମକକ୍ଷ : ନବନୀତମ୍ ଆମ୍ବ ଗଛ, ନବନୀତମ୍ ଗଛ
ଅନ୍ୟ ଭାଷାରେ ଅନୁବାଦ :
Large evergreen tropical tree cultivated for its large oval fruit.
mangifera indica, mango, mango treeଅର୍ଥ : ଏକ ପ୍ରକାର ଆମ୍ବ
							ଉଦାହରଣ : 
							ଡବାବନ୍ଦ ଆମ୍ବରସ ତିଆରି କରିବା ପାଇଁ ନବନୀତମ୍ ଆମ୍ବ ବ୍ୟବହାର କରାଯାଏ
							
ସମକକ୍ଷ : ନବନୀତମ୍ ଆମ୍ବ
ଅନ୍ୟ ଭାଷାରେ ଅନୁବାଦ :
Large oval tropical fruit having smooth skin, juicy aromatic pulp, and a large hairy seed.
mango