ଅର୍ଥ : ସମାସର ଏକ ଭେଦ ଯାହାର ପ୍ରଥମ ପଦ ସଂଖ୍ୟାବାଚକ
							ଉଦାହରଣ : 
							ଚୌରାହା ଦ୍ୱିଗୁସମାସର ଏକ ଉଦାହରଣ ହୋଇପାରେ
							
ସମକକ୍ଷ : ଦ୍ୱିଗୁସମାସ
ଅନ୍ୟ ଭାଷାରେ ଅନୁବାଦ :
समास का एक भेद जिसका पहला पद संख्यावाचक होता है।
द्विगु समास का एक उदाहरण चौराहा हो सकता है।