ଅର୍ଥ : (ଶବ୍ଦ)ଯାହା ଅନ୍ୟ କୌଣସି ଭାଷାରୁ ବାହାରି ନାହିଁ ମାତ୍ର କୌଣସି କ୍ଷେତ୍ରର ଲୋକଙ୍କ କଥାବାର୍ତ୍ତାରୁ ସୃଷ୍ଟି ହୋଇଛି
							ଉଦାହରଣ : 
							ଏହି ଲେଖାରେ ଦେଶଜ ଶବ୍ଦର ଆଧିକ୍ୟ ଅଛି
							
ଅନ୍ୟ ଭାଷାରେ ଅନୁବାଦ :
(शब्द) जो किसी दूसरी भाषा से न निकला हो बल्कि किसी क्षेत्र में लोगों की बोल-चाल से बन गया हो।
इस लेख में देशज शब्दों की अधिकता है।ଅର୍ଥ : ଯାହା ନିଜ ଦେଶରେ ଉତ୍ପନ୍ନ ବା ତିଆରି ହୋଇଛି
							ଉଦାହରଣ : 
							ସ୍ୱଦେଶୀ ବସ୍ତୁଗୁଡ଼ିକର ବ୍ୟବହାର ଆବଶ୍ୟକ
							
ଅନ୍ୟ ଭାଷାରେ ଅନୁବାଦ :