ଅର୍ଥ : ଆଶ୍ୱିନ ଶୁକ୍ଳ ପକ୍ଷ ନବମୀ
							ଉଦାହରଣ : 
							ଦୁର୍ଗା ନବମୀ ଦିନ ନବରାତ୍ରର ସମାପ୍ତି ହୋଇଯାଏ
							
ସମକକ୍ଷ : ଦୁର୍ଗା-ନବମୀ, ମହାନବମୀ
ଅନ୍ୟ ଭାଷାରେ ଅନୁବାଦ :
आश्विन शुक्ल नवमी।
दुर्गा नवमी के दिन नवरात्र की समाप्ति हो जाती है।ଅର୍ଥ : ଚୈତ୍ର ଶୁକ୍ଳ ନବମୀ
							ଉଦାହରଣ : 
							ଭଗବାନ ରାମଚନ୍ଦ୍ର ରାମନବମୀ ଦିନ ଜନ୍ମ ହୋଇଥିଲେ
							
ସମକକ୍ଷ : ଚୈତ୍ର ନବମୀ, ରାମନବମୀ
ଅନ୍ୟ ଭାଷାରେ ଅନୁବାଦ :
चैत्र सुदी नवमी।
भगवान राम रामनवमी को अवतरित हुए थे।Hindu lunar holiday (on the 9th day of Caitra) to celebrate the birth of Rama.
ramanavami