ଅର୍ଥ : ଯେଉଁ ବର୍ଣ୍ଣର ଉଚ୍ଚାରଣ ଦାନ୍ତ ସହାୟତାରେ ହୋଇଥାଏ
							ଉଦାହରଣ : 
							ତ ବର୍ଗର ପ୍ରତ୍ୟେକ ବର୍ଣ୍ଣ ଦନ୍ତ୍ୟ
							
ସମକକ୍ଷ : ଦଂତ୍ୟ, ଦଂତ୍ୟ ବର୍ଣ୍ଣ, ଦନ୍ତ୍ୟ ବର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :
वह वर्ण जिसका उच्चारण दाँतों की सहायता से होता है।
तवर्ग के सभी वर्ण दंत्य हैं।ଅର୍ଥ : ଦାନ୍ତ ସହିତ ଯାହାର ସମ୍ବନ୍ଧ
							ଉଦାହରଣ : 
							ହିନ୍ଦୀରେ ତ୍,ଥ୍,ଦ୍,ଧ୍ ଆଦି ବର୍ଣ୍ଣଗୁଡ଼ିକୁ ଦନ୍ତ୍ୟବର୍ଣ୍ଣ କୁହାଯାଏ
							
ଅନ୍ୟ ଭାଷାରେ ଅନୁବାଦ :