ଅର୍ଥ : କମ୍ପିଲ ଏବଂ ଚମ୍ବଲ ନଦୀକୂଳସ୍ଥ ପାଞ୍ଚାଳଦେଶ
							ଉଦାହରଣ : 
							ଦ୍ରୌପଦୀଙ୍କ ସ୍ୱୟମ୍ବର ଅହିକ୍ଷେତ୍ରରେ ହୋଇଥିଲା
							
ସମକକ୍ଷ : ଅହିକ୍ଷେତ, ଅହିକ୍ଷେତ୍ର, ଅହିଛତ୍ର, ଦକ୍ଷିଣ ପାଞ୍ଚାଳ
ଅନ୍ୟ ଭାଷାରେ ଅନୁବାଦ :
कंपिल नगर और चंबल नदी के बीच का पांचाल देश।
द्रौपदी का स्वयंवर अहिक्षेत्र में हुआ था।