ଅର୍ଥ : ଗୋଟିଏ ପ୍ରକାରର ଆମ୍ବ
							ଉଦାହରଣ : 
							ଆଜିକାଲି ବଜାରରେ ତୋତାପଲ୍ଲୀ ଏବଂ ଦଶହରୀ  ଆମ୍ବ ଦେଖା ଯାଉନାହିଁ
							
ସମକକ୍ଷ : ତୋଟାପଲେଇ, ତୋତାପଲ୍ଲୀ, ତୋତାପୂରୀ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का आम।
आजकल बाजार में तोतापरी और दशहरी आम नहीं दिखाई दे रहे हैं।Large oval tropical fruit having smooth skin, juicy aromatic pulp, and a large hairy seed.
mango