ଅର୍ଥ : ଯେଉଁ ମଞ୍ଜିଗୁଡ଼ିକରୁ ତେଲ ବାହାରେ
							ଉଦାହରଣ : 
							ସେ ତୈଳବୀଜ ପେଶିବାକୁ ଯାଇଛି ସୋରିଷ,ରାଶି ଆଦି ତୈଳବୀଜ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଛୋଟଗଛର ମଞ୍ଜିରୁ ତେଲ ବାହାରେ
							ଉଦାହରଣ : 
							ଖେତରେ ଅଳସୀ, ସୋରିଷଆଦି ତୈଳବୀଜ ଲହରୀ ମାରୁଛି
							
ଅନ୍ୟ ଭାଷାରେ ଅନୁବାଦ :