ଅର୍ଥ : କୌଣସି ବସ୍ତୁଆଦି ମାପିବାପାଇଁ ଏକ ଉପକରଣ ଯେଉଁଥିରେ ଏକ ଦଣ୍ଡର ଦୁଇ ପାଖରେ ଦୁଇଟି ପଲା ଝୁଲୁଥାଏ
							ଉଦାହରଣ : 
							କୃଷକ  ଶସ୍ୟଆଦି ମାପିବାପାଇଁ ନିକିତି ରଖିଥାନ୍ତି
							
ସମକକ୍ଷ : ତଉଲିବା କଣ୍ଟା, ନିକିତି
ଅନ୍ୟ ଭାଷାରେ ଅନୁବାଦ :
A scale for weighing. Depends on pull of gravity.
balance