ଅର୍ଥ : ଛାଞ୍ଚ ତିଆରି ପାଇଁ ଯେଉଁ କନା ଉପରେ ମାଟି ପକାଯାଏ
							ଉଦାହରଣ : 
							ତରହା ବିଛାଇ ମେକୁ ତା ଉପରେ ମାଟି ରଖୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୂଅ ଖୋଳା ସମୟରେ ବ୍ୟବହାର ହେଉଥିବା ଗୋଟିଏ ମାପ
							ଉଦାହରଣ : 
							ଏକ ତରହା ପ୍ରାୟ ଏକହାତ ସହିତ ସମାନ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :