ଅର୍ଥ : ଡେଇଁବାର କାମ ଅନ୍ୟକାହାଦ୍ୱାରା କରାଇବା
							ଉଦାହରଣ : 
							ବାପା ପିଲାମାନଙ୍କୁ ଛୋଟ କେନାଲଟି ଡିଆଁଇଲେ
							
ସମକକ୍ଷ : ଲଙ୍ଘାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଡେଇଁବାକାମ ଅନ୍ୟ କାହାରିଦ୍ୱାରା କରାଇବା
							ଉଦାହରଣ : 
							ଚୋରି କରିବାପାଇଁ ଚୋର ତା ସାଥୀକୁ ହତା ଭିତରକୁ ଡିଆଁଇଲା
							
ସମକକ୍ଷ : କୁଦା ମରାଇବା, କୁଦା ମରେଇବା, କୁଦାଇବା, କୁଦେଇବା, ଡିଆଁ ମରାଇବା, ଡିଆଁ ମରେଇବା, ଡିଏଁଇବା
ଅନ୍ୟ ଭାଷାରେ ଅନୁବାଦ :