ଅର୍ଥ : ୱଲିଡ଼ିଙ୍ଗ ବା ଝଳାଇ କରିବାବାଲା
							ଉଦାହରଣ : 
							ୱେଲଡ଼ର ୱେଲଡ଼ିଙ୍ଗ କରିବା ସମୟରେ ଚଷମା ପିନ୍ଧିବା ଉଚିତ୍
							
ସମକକ୍ଷ : ୱେଲଡ଼ର
ଅର୍ଥ : ଝଳାଇ କରୁଥିବା କାରିଗର
							ଉଦାହରଣ : 
							ଝଳାଇ_କାରିଗର ବଡ ତତ୍ପରତା ସହକାରେ ଝଳାଇ କରୁଛି
							
ସମକକ୍ଷ : ଝଳାଇ କାରିଗର, ଝଳାଇ ମିସ୍ତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
Joins pieces of metal by welding them together.
welder