ଅର୍ଥ : ଜୀବାଣୁମାନଙ୍କୁ ନାଶ କରିବାର ପ୍ରକ୍ରିୟା
							ଉଦାହରଣ : 
							ଚିକିତ୍ସକ ଜୀବାଣୁନାଶନପାଇଁ ନିଜ ହତିଆରଗୁଡ଼ିକୁ ବ୍ୟବହାର କରିବା ପୂର୍ବରୁ ଗରମ ପାଣିରେ ଫୁଟାନ୍ତି
							
ସମକକ୍ଷ : ବିସଂକ୍ରମଣ
ଅନ୍ୟ ଭାଷାରେ ଅନୁବାଦ :
जीवाणुओं का नाश करने की क्रिया।
चिकित्सक अपने औजारों का जीवाणुनाशन उन्हें पानी में उबाल कर करते हैं।Treatment to destroy harmful microorganisms.
disinfection