ଅର୍ଥ : ହିନ୍ଦୁ ଧର୍ମାନୁସାରେ ଜନ୍ମ ଜନ୍ମାନ୍ତରର କ୍ରମ
							ଉଦାହରଣ : 
							ମୋକ୍ଷ ନ ମିଳିବା ପର୍ଯ୍ୟନ୍ତ ଜୀବନଚକ୍ର ଗତି କରୁଥାଏ
							
ସମକକ୍ଷ : ଜୀବନ ଯାତ୍ରା, ଜୀବନଚକ୍ର
ଅନ୍ୟ ଭାଷାରେ ଅନୁବାଦ :
हिन्दू धर्मानुसार जन्म-जन्मांतर का क्रम।
मोक्ष न मिलने तक जीवनचक्र चलते रहता है।