ଅର୍ଥ : ଜଣେ ଋଷି
							ଉଦାହରଣ : 
							ବାସୁକୀନାଗର ଭଉଣୀ ସହ ଜରତ୍କାରୁଙ୍କ ବିବାହ ହୋଇଥିଲା
							
ସମକକ୍ଷ : ଜରତ୍କାରୁ ଋଷି
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sageଅର୍ଥ : ବାସୁକି ନାଗର ଗୋଟିଏ ଭଉଣୀ
							ଉଦାହରଣ : 
							ଆସ୍ତିକ ଋଷି ଜରତ୍କାରୁଙ୍କ ସମ୍ବନ୍ଧୀ ଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ବାସୁକୀ ନାଗର ଗୋଟିଏ ଭଉଣୀ
							ଉଦାହରଣ : 
							ଜରତ୍କାରୁର ବିବାହ ଯେଉଁ ଋଷିଙ୍କ ସହିତ ହୋଇଥିଲା ଏହାଙ୍କ ନାମ ମଧ୍ୟ ଜରତ୍କାରୁ ଥିଲା
							
ସମକକ୍ଷ : ନାଗର ଭଉଣୀ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being