ଅର୍ଥ : କିଛି ଅବାଞ୍ଛିତ ବା ଅଜଣା ବ୍ୟକ୍ତି, ସ୍ଥିତି, କାର୍ଯ୍ୟ ଆଦିର ସମାପ୍ତି ନିମନ୍ତେ ଜନତାଙ୍କ ଦ୍ବାରା ଉତ୍ତେଜନାପୂର୍ଣ୍ଣ ଗୋଟିଏ ମିଳିତ ଅଭିଯାନ
							ଉଦାହରଣ : 
							ଜନସଂଗ୍ରାମ ଆଗରେ କୌଣସି ସତ୍ତା ମୁଣ୍ଡ ଟେକିପାରିବ ନାହିଁ
							
ସମକକ୍ଷ : ଜନଯୁଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
A concerted campaign to end something that is injurious.
The war on poverty.