ଅର୍ଥ : ଧାତୁ, ପଥର, କାଠଆଦି ଉପରେ ଖୋଦନକରି ବନାଯାଉଥିବା ଅଙ୍କିତ ଚିତ୍ର
							ଉଦାହରଣ : 
							ଏହି ଚେୟାରର କାରୁକାର୍ଯ୍ୟ ବହୁତ ସୁନ୍ଦର
							
ସମକକ୍ଷ : କାରୁକାର୍ଯ୍ୟ
ଅନ୍ୟ ଭାଷାରେ ଅନୁବାଦ :
A sculpture created by removing material (as wood or ivory or stone) in order to create a desired shape.
carvingଅର୍ଥ : ଚିତ୍ର କରିବା ବିଦ୍ୟା ବା କଳା
							ଉଦାହରଣ : 
							ଶ୍ୟାମ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ହେଲା
							
ସମକକ୍ଷ : ଆଲେଖ୍ୟ ବିଦ୍ୟା, ଚିତ୍ରକାରୀ
ଅନ୍ୟ ଭାଷାରେ ଅନୁବାଦ :
चित्र बनाने की विद्या या कला।
श्याम चित्रकला प्रतियोगिता में प्रथम आया।