ଅର୍ଥ : ଅନୀଶ୍ୱରବାଦୀ ଥିବା ଜଣେ ବଡ ବିଦ୍ୱାନ
							ଉଦାହରଣ : 
							ଚାର୍ବାକ ମତ ବା ଦର୍ଶନକୁ  ଚାର୍ବାକ ଦର୍ଶନ କୁହାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଣେ ରାକ୍ଷସ
							ଉଦାହରଣ : 
							କୌରବମାନେ ମଲା ପରେ ଚାର୍ବାକ ଥରେ ବ୍ରାହ୍ମଣ ବେଶରେ ଯୁଧିଷ୍ଠିରଙ୍କ ରାଜସଭାକୁ ଯାଇଥିଲା ଏବଂ ସେହିଠାରେ ତାକୁ ମାରି ଦିଆଯାଇଥିଲା
							
ଅନ୍ୟ ଭାଷାରେ ଅନୁବାଦ :
एक राक्षस।
कौरवों के मरने के पश्चात एकबार चार्वाक ब्राह्मण वेश में युधिष्ठिर की राजसभा में गया था और वहीं मारा गया था।