ଅର୍ଥ : ନଦୀ ପାର ହେଉଥିବା ଲୋକଙ୍କ ଠାରୁ ଘାଟରେ ନିଆ ଯାଉଥିବା କର
							ଉଦାହରଣ : 
							ଘାଟମହାସୁଲ ଦେଲାପରେ ଆମେ ନୌକା ଉପରେ ବସିଲୁ
							
ସମକକ୍ଷ : ଘାଟମହାସୁଲ
ଅନ୍ୟ ଭାଷାରେ ଅନୁବାଦ :
Charge against a citizen's person or property or activity for the support of government.
revenue enhancement, tax, taxation