ଅର୍ଥ : କୋରିୟା ଦେଶର ଭାଷା
							ଉଦାହରଣ : 
							ଶୃଙ୍ଖଳା କୋରିୟା ଯିବାପରେ କୋରିୟାଈ ଶିଖିଗଲା
							
ସମକକ୍ଷ : କୋରିୟା ଭାଷା
ଅନ୍ୟ ଭାଷାରେ ଅନୁବାଦ :
कोरिया देश की भाषा।
कोरिया जाने के बाद शृंखला ने कोरियाई सीख ली।The Altaic language spoken by Koreans.
koreanଅର୍ଥ : କୋରିୟା ଦେଶର ନିବାସୀ
							ଉଦାହରଣ : 
							ତୈରାକୀର ସ୍ୱର୍ଣ୍ଣ ପଦକ କୋରିୟାଈକୁ ମିଳିଲା
							
ସମକକ୍ଷ : କୋରିୟାବାସୀ
ଅନ୍ୟ ଭାଷାରେ ଅନୁବାଦ :
कोरिया देश का निवासी।
तैराकी का स्वर्ण पदक कोरियाई को मिला।A native or inhabitant of Korea who speaks the Korean language.
koreanଅର୍ଥ : ଯେଉଁ ଲିପିରେ କୋରିୟା ଭାଷା ଲେଖାଯାଏ
							ଉଦାହରଣ : 
							ଅନ୍ତତଃ ସେ କୋରିୟାଈ ଲେଖିବାରେ ସଫଳ ହେଲା
							
ସମକକ୍ଷ : କୋରିୟା ଲିପି
ଅନ୍ୟ ଭାଷାରେ ଅନୁବାଦ :
वह लिपि जिसमें कोरियाई भाषा लिखी जाती है।
अंततः वह कोरियाई लिखने में सफल हुआ।ଅର୍ଥ : କୋରିୟା ଭାଷାର ବା କୋରିୟା ଭାଷା ସହିତ ସଂବନ୍ଧିତ
							ଉଦାହରଣ : 
							ମନହରନ କୋରିୟାରେ ରହି କୋରିୟାଈ ସାହିତ୍ୟର ଆନନ୍ଦ ଲାଭକଲା