ଅର୍ଥ : ଦୁଇଟି ସିଧା ରେଖାର ପରସ୍ପର ମିଳିତ ହେବାର ସ୍ଥାନ
							ଉଦାହରଣ : 
							ଏହି କୋଣ ପଇଁଚାଳିଶ ଅଂଶର
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିଭିନ୍ନ ଦିଗରୁ ଆସି ଗୋଟିଏ ସ୍ଥାନରେ ମିଶୁଥିବା ରେଖା ବା ପୃଥିବୀ ପୃଷ୍ଠର ସ୍ଥାନ
							ଉଦାହରଣ : 
							ମିଠାଇ ଦୋକାନ ବଜାରର ଦକ୍ଷିଣ କୋଣରେ ଅବସ୍ଥିତ
							
ଅନ୍ୟ ଭାଷାରେ ଅନୁବାଦ :