ଅର୍ଥ : କୁଳର ନାଁ ଉଜ୍ଜ୍ୱଳ କରୁଥିବା ବ୍ୟକ୍ତି
						 
						 
					
							ଉଦାହରଣ : 
							ଆଜି ଘରର କୁଳମଣି ଆମକୁ ସବୁଦିନପାଇଁ ଛାଡ଼ି ଚାଲିଗଲା
							
					
							ସମକକ୍ଷ : 
							କୁଳଚନ୍ଦ୍ରମା, କୁଳଦୀପ, କୁଳମଣି
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												कुल का नाम रोशन करने वाला व्यक्ति।
												आज घर का कुलदीपक हमें सदा के लिए छोड़कर चला गया।
														
													कुलदीप, 
कुलदीपक