ଅର୍ଥ : ଯେଉଁ ଶୀତଳା ବା ବସନ୍ତ ରୋଗରେ ଦେହ ଯାକ କଳା ବ୍ରଣ ଉଠେ
						 
						 
					
							ଉଦାହରଣ : 
							କଳାଶୀତଳାରେ ପୀଡ଼ିତ ବ୍ୟକ୍ତିକୁ ବହୁତ ପୀଡ଼ା ହୁଏ
							
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												शीतला या चेचक रोग का एक प्रकार जिसमें शरीर पर काले दाने निकलते हैं।
												कालीशीतला से पीड़ित व्यक्ति को बहुत पीड़ा होती है।
														
													कालीशीतला