ଅର୍ଥ : ଶକ୍ତି ବା ବଳ ଦ୍ୱାରା ନିଜ ଅଧିକାରକୁ ନେବା
							ଉଦାହରଣ : 
							ସେନା ଦୁର୍ଗକୁ କାବୁ କରିନେଲେ
							
ସମକକ୍ଷ : ଅକ୍ତିଆର କରିବା, ଅଧିକାର କରିନେବା, ଆୟତ୍ତ କରିବା, କାବୁ କରିବା
ଅନ୍ୟ ଭାଷାରେ ଅନୁବାଦ :
शक्ति या बल द्वारा अपने अधिकार में लेना।
सेना ने किले पर कब्जा किया।ଅର୍ଥ : ଅନୁଚିତ ଢ଼ଙ୍ଗରେ ଅଧିକାର କରିବା
							ଉଦାହରଣ : 
							ସେ କୃଷକମାନଙ୍କ ଜମି ମାରିନେଲା
							
ସମକକ୍ଷ : ଆତ୍ମସାତ କରିବା, ମାରିନେବା, ହଡ଼ପ କରିନେବା
ଅନ୍ୟ ଭାଷାରେ ଅନୁବାଦ :