ଅର୍ଥ : ଓଡ଼ିଶା ନିବାସୀ
							ଉଦାହରଣ : 
							ଏହି ଛାତ୍ରାବାସରେ କେବଳ ଓଡ଼ିଆ ରହିପାରିବେ
							
ଅନ୍ୟ ଭାଷାରେ ଅନୁବାଦ :
A member of a people in India living in Orissa and neighboring areas.
oriyaଅର୍ଥ : ଯେଉଁ ଲିପିରେ ଓଡ଼ିଆ ଭାଷା ଲେଖାଯାଏ
							ଉଦାହରଣ : 
							ଶିଶୁଟି ମନ୍ଦିରର କାନ୍ଥ ଉପରେ ଲିଖିତ ଓଡ଼ିଆ ଲିପି ପଢ଼ିବାକୁ ଚେଷ୍ଟାକରୁଛି
							
ସମକକ୍ଷ : ଓଡ଼ିଆ ଲିପି
ଅନ୍ୟ ଭାଷାରେ ଅନୁବାଦ :
वह लिपि जिसमें उड़िया भाषा लिखी जाती है।
बच्चा मंदिर के द्वार पर लिखित उड़िया को पढ़ने की कोशिश कर रहा है।