ଅର୍ଥ : ବେଦ ମନ୍ତ୍ରର ପ୍ରକାଶକ
							ଉଦାହରଣ : 
							ବେଦାନ୍ତ କୌଣସି ଋଷିଙ୍କର ଅବଦାନ ନୁହେଁ
							
ସମକକ୍ଷ : ମୁନି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆଧ୍ୟାତ୍ମିକ ଓ ଭୌତିକ ତତ୍ତ୍ୱର ଜ୍ଞାତା, ପରମ ବୁଦ୍ଧିମାନ, ଦୂରଦର୍ଶୀ, ସଚ୍ଚରିତ୍ର ଏବଂ ତ୍ୟାଗୀବ୍ୟକ୍ତି
							ଉଦାହରଣ : 
							ଭାରତରେ ବହୁତ ବଡ଼ ବଡ଼ ଋଷି ଲୀଳାଭୂମି
							
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sage