ଅର୍ଥ : ଆକାଶ ମାର୍ଗରୁ ବା ବାୟୁଯାନଦ୍ୱାରା କରାଯାଉଥିବା ଆକ୍ରମଣ
							ଉଦାହରଣ : 
							ଭାରତ ଶତ୍ରୁଦେଶ ଉପରେ ବିମାନଆକ୍ରମଣ କରି ତାକୁ ନଷ୍ଟଭ୍ରଷ୍ଟ କରିଦେଲା
							
ସମକକ୍ଷ : ବାୟୁଆକ୍ରମଣ, ବିମାନ ଆକ୍ରମଣ, ବିମାନଆକ୍ରମଣ
ଅନ୍ୟ ଭାଷାରେ ଅନୁବାଦ :
वह आक्रमण जो आकाश मार्ग या वायुयान से किया जाए।
भारत ने शत्रु देश पर हवाई आक्रमण कर उसे तहस-नहस कर दिया।