ଅର୍ଥ : ନୂଆ ଶସ୍ୟଦ୍ୱାରା ଯଜ୍ଞ ବା ଅଗ୍ନିହୋତ୍ର
							ଉଦାହରଣ : 
							ପ୍ରତିବର୍ଷ ନୂଆ ଶସ୍ୟ ଅମଳପରେ ଏଠାରେ ଅବଶ୍ୟ ଆଗ୍ରହଣ ହୁଏ
							
ଅନ୍ୟ ଭାଷାରେ ଅନୁବାଦ :
The public performance of a sacrament or solemn ceremony with all appropriate ritual.
The celebration of marriage.