ଅର୍ଥ : ଅସ୍ତ୍ର ବା ହତିଆର ଚଳାଇବାର ଶିକ୍ଷା
							ଉଦାହରଣ : 
							ଦ୍ରୋଣାଚାର୍ଯ୍ୟ କୌରବ ଏବଂ ପାଣ୍ଡବଙ୍କୁ ଅସ୍ତ୍ରଶିକ୍ଷା ଦେଇଥିଲେ
							
ସମକକ୍ଷ : ଅସ୍ତ୍ର ଶିକ୍ଷା, ଅସ୍ତ୍ର-ଶିକ୍ଷା
ଅନ୍ୟ ଭାଷାରେ ଅନୁବାଦ :
अस्त्र या हथियार चलाने की शिक्षा।
कौरवों और पांडवों को अस्त्रशिक्षा द्रोणाचार्य ने दी थी।Training soldiers in military procedures.
military training