ଅର୍ଥ : ଆୟୁର୍ବେଦର ଅଷ୍ଟ ବିଭାଗ
							ଉଦାହରଣ : 
							ଶଲ୍ୟ, ଶାଲାକ୍ୟ, କାୟ-ଚିକିତ୍ସା, ଭୂତବିଦ୍ୟା, କୌମାରଭୃତ୍ୟ,ଅଗଦ-ତନ୍ତ୍ର ଏବଂ ବାଜୀକରଣ ଏସବୁ ଅଷ୍ଟାଙ୍ଗ ବିଦ୍ୟା
							
ସମକକ୍ଷ : ଅଷ୍ଟାଙ୍ଗ ବିଦ୍ୟା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୂର୍ଯ୍ୟଙ୍କୁ ଅର୍ପଣ କରାଯାଉଥିବା ଅର୍ଘ୍ୟ ଯେଉଁଥିରେ ଆଠଟି ପଦାର୍ଥ ଥାଏ
							ଉଦାହରଣ : 
							ଜଳ,କ୍ଷୀର,କୁଶାଗ୍ର,ମହୁ,ଦହି, ଘିଅ,ରକ୍ତଚନ୍ଦନ ଏବଂ କନିଅର  ଆଦି ଅଷ୍ଟାଙ୍ଗ ଅନ୍ତର୍ଗତ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଆଠଟି ଅଙ୍ଗ ଥାଏ
							ଉଦାହରଣ : 
							ଏହି ବସ୍ତୁ ହେଉଛି ଅଷ୍ଟାଙ୍ଗ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାପାଇଁ ପଣ୍ଡିତେ ଅଷ୍ଟାଙ୍ଗ ଦ୍ରବ୍ୟ ମଗାଇଲେ
							
ଅନ୍ୟ ଭାଷାରେ ଅନୁବାଦ :
Having eight sides.
eight-sided