ଅର୍ଥ : କୌଣସି କାର୍ଯ୍ୟକୁ ବାରମ୍ବାର କରି ହାତକୁ ଅଭ୍ୟସ୍ତ କରିବା
							ଉଦାହରଣ : 
							ବାପାଙ୍କ ସହିତ କାମ କରିକରି ସେ ନିଜ ହାତକୁ ଦୋରସ୍ତ କରିସାରିଲାଣି
							
ସମକକ୍ଷ : ଦୋରସ୍ତକରିବା
ଅନ୍ୟ ଭାଷାରେ ଅନୁବାଦ :
बार-बार करके हाथ को किसी कार्य में अभ्यस्त करना।
पिता के साथ काम कर-करके उसने अपना हाथ भी बैठा लिया है।